ଏହି IRC ରେ ହୋଇଥିବା ଆଲୋଚନାର ସାଂରାଶ ଏଠାରେ ଦିଆଗଲା:
https://or.wikipedia.org/s/onw
ସବିଶେଷ ଏହି ପୃଷ୍ଠାରେ ପଢ଼ିବା ସହ ତାହାର ଆଲୋଚନା ପୃଷ୍ଠାରେ ମତ ମଧ୍ୟ ଦେଇପାରିବେ ।

   - ଏଥିରେ ଭାଗ ନେଇଥିବା ୧୧ ଜଣ ଉଇକିଆଳିଙ୍କ ମଧ୍ୟରୁ ଦଶ ଜଣ ସକ୍ରିୟ ଭାବେ ଆଲୋଚନାରେ
   ଭାଗ ନେଇଥିଲେ ।
   - ଜୁନ ୩ ତାରିଖରେ ଓଡ଼ିଆ ଉଇକିପିଡ଼ିଆର ଦ୍ୱାଦଶ ଜନ୍ମତିଥି ଗଣ-ସମ୍ପାଦନା କରିବା
   ବାବଦରେ ଆଲୋଚନା ହୋଇଥିଲା ।
   - ଏଥିରେ ଅଭିଜ୍ଞ ଓ ନୂଆ ଉଇକିଆଳିମାନେ ମିଶି ଓଡ଼ିଶାର ମହାମନିଷୀ ଓ ଇତିହାସ
   ସମ୍ବନ୍ଧିତ ପ୍ରସଙ୍ଗମାନଙ୍କର ମାନରେ ଉନ୍ନତି କରିବେ ।
   - ମୂଳ ଲକ୍ଷ୍ୟ ଆଗରୁ ଥିବା ପ୍ରସଙ୍ଗରେ ଅଧିକ ତଥ୍ୟ ଯୋଡ଼ି ତାହାର ମାନ ଉନ୍ନତ କରିବା
   ଥିଲେ ହେଁ ନୂଆ ପ୍ରସଙ୍ଗମାନ ମଧ୍ୟ ତିଆରି କରାଯିବ ।
   - ଉଇକିଆଳି ମୃତ୍ୟୁଞ୍ଜୟ କର ଓଡ଼ିଶାର ମହାମନିଷୀ ଓ ଆଦିତ୍ୟ ମହାର ଓଡ଼ିଶାର ଇତିହାସ
   ସମ୍ବନ୍ଧରେ ପ୍ରସଙ୍ଗସୂଚୀ ଗଠନ ଦାୟୀତ୍ୱରେ ରହିବେ ।
   - ଯଦି କିଛି ଉପ ଯୋଗୀ ପ୍ରସଙ୍ଗ ଆଗରୁ ନାହଁ ତାହା ମଧ୍ୟ ତାଲିକାରେ ରହିବ ।
   - ପ୍ରତି ଉଇକିଆଳି ୧୦ଟି ଲେଖାଏ ପ୍ରସଙ୍ଗ ବାଛିନେବେ ଯହିଁରେ ସେମାନେ ତଥ୍ୟ ଓ ଆଧାର
   ଯୋଡ଼ି ତାହାକୁ ଉନ୍ନତ କରିବେ ।
   - ଏହି ଗଣ-ସମ୍ପାଦନା ଜୁନ ୩ ତାରିଖରୁ ଆରମ୍ଭ ହୋଇ ୨ ସପ୍ତାହ ଯାଏ ଚାଲିବ । ଆଗ୍ରହୀ
   ସଭ୍ୟ ଏହି ଲିଙ୍କରେ (https://or.wikipedia.org/s/onj) ଯାଇ ନିଜର ନାମ ଓ କେଉଁ
   ପ୍ରସଙ୍ଗରେ କାମ କରିବାକୁ ଇଚ୍ଛୁକ ତାହା ଉଲ୍ଲେଖ କରି ସମ୍ପାଦନା ଆରମ୍ଭ କରିପାରିବେ ।
   - ଉପର ଲିଙ୍କରେ ଥିବା ପୃଷ୍ଠାରେ ପ।।ସଙ୍ଗ ସୂଚୀରେ କେଉଁ ବହିରୁ ତଥ୍ୟ ନେଇ ବ୍ୟବହାର
   କରିବେ ତାହା ଉଲ୍ଲେଖ କରାଯାଇଛି ।
   - ଏଥି ସମ୍ବନ୍ଧିତ କିଛି ପ୍ରଶ୍ନ ଆଲୋଚନା ପୃଷ୍ଠାରେ ପଚାରିପାରିବେ:
   https://or.wikipedia.org/s/opl
   - ସମୟ ଅନ୍ତ ହେବାରୁ ଶିକ୍ଷଣ ବାବଦରେ ଆଲୋଚନାରେ ସମସ୍ତେ ଭାଗ ନେଇପାରି ନଥିଲେ ।
   ତେବେ, ଏବେର ଉଇକିପିଡ଼ିଆ:ଚାଟସଭାରେ (https://or.wikipedia.org/wiki/WP:CS) ଏହି
   ନୂଆ ଶିକ୍ଷଣକୁ ଅନ୍ତଭୁକ୍ତ କରାଯିବା ବାବଦରେ ଆଲୋଚନା କରାଯାଇଥିଲା । ଏକ ସାଇଟନୋଟିସ (
   https://or.wikipedia.org/s/mxs) ବ୍ୟବହାର କରି ନୂଆ ସଭ୍ୟଙ୍କ ଦୃଷ୍ଟି ଆକର୍ଷଣ
   କରାଯାଇ ସେମାନଙ୍କୁ ଏକ ଶିକ୍ଷଣ (https://or.wikipedia.org/s/o7h) ଆଡ଼କୁ
   ମୁହାଁଯିବ । ଏଥିରେ ସଭ୍ୟ ଜଣେ କିପରି ଉଇକିପିଡ଼ିଆର ସମ୍ପାଦନା ଶିଖିବା ପରେ ପ୍ରସଙ୍ଗସୂଚୀ
   ଥିବା ଜନ୍ମତିଥି ପୃଷ୍ଠାକୁ ତାଙ୍କୁ ବାଟ କଢ଼ାଇନିଆଯିବ । ସେଠାରେ ସେ ପ୍ରସଙ୍ଗଟିଏ ବାଛି
   ତାହାର ସମ୍ପାଦନା କରିବେ ।


କିଛି ମୁଖ୍ୟ ଲିଙ୍କ:

>> ଜୁନ ୩ ତାରିଖରେ ହେବାକୁ ଥିବା ଗଣ-ସମ୍ପାଦନା: https://or.wikipedia.org/s/onj

>> ଚାଟସଭାର: https://or.wikipedia.org/wiki/WP:CS

>> ଶିକ୍ଷଣ: https://or.wikipedia.org/s/o7h


2014-05-24 22:17 GMT+05:30 Subhashish Panigrahi <[email protected]>:

> କହନା କହନା ସେକଥା, ମୋ ନେଟ କଟୁଥିଲା । ମୁଁ ତରବରରେ ଯାହା ମିିଳିଲା ପଠେଇଦେଇଛି :)
>
>
> 2014-05-24 18:59 GMT+05:30 ansuman <[email protected]>:
>
> Hey tu para Gyana bhainanku kahuthilu shortlink use kariba pain!
>>
>> "WP", "User" use karuna kana pain?
>>
>> Ansuman
>>
>>
>>
>>
>> 2014-05-24 18:36 GMT+05:30 Subhashish Panigrahi <[email protected]>:
>>
>> > ସଭିଙ୍କୁ ଓଳଗି,
>> >
>> > ୨୦୦୨ ମସିହା ଜୁନ ୩ ତାରିଖରେ ଓଡ଼ିଆ ଉଇକିପିଡ଼ିଆର ପ୍ରଥମ ସମ୍ପାଦନା ହୋଇଥିଲା । ଏହି
>> > ଦିନରୁ ଆରମ୍ଭ କରି ଏକ ସପ୍ତାହ ଧରି ଆମେମାନେ ଗଣ-ସମ୍ପାଦନା କରିବାର ଆଲୋଚନା ହୋଇଥିଲା
>> ।
>> > ଏଥିରେ ଓଡ଼ିଶାର ମହାମନିଷୀମାନଙ୍କ ଉପରେ ଥିବା ପ୍ରସଙ୍ଗମାନ ସୁଧାରିବାର ଯୋଜନା ହୋଇଛି
>> ।
>> > କିପରି ଏହି ଗଣ-ସମ୍ପାଦନା କରାଯିବ ତା' ବାବଦରେ ଆଜି ରାତି ୮ ଘଟିକାରେ ଆମେ ମାନେ IRC
>> ରେ
>> > ଆଲୋଚନା କରିବୁ । ସମସ୍ତଙ୍କୁ ଅନୁରୋଧ
>> > ‪#‎wikipedia‬<
>> >
>> https://www.facebook.com/hashtag/wikipedia?source=feed_text&story_id=722833671093520
>> > >-or
>> > ଚ୍ୟାନେଲରେ ଯୋଗଦେବା ନିମନ୍ତେ ।
>> >
>> > *ଚାଟରେ ଯୋଗଦେବା ପାଇଁ ଲିଙ୍କ:
>> > http://webchat.freenode.net/?channels=wikipedia-or
>> > <http://webchat.freenode.net/?channels=wikipedia-or>*
>> >
>> > ଆଲୋଚନାର ବିଷୟବସ୍ତୁ:
>> >
>> >    - ଗଣ-ସମ୍ପାଦନା ପାଇଁ ତାଲିକା ତିଆରି (କେତୋଟି ପ୍ରସଙ୍ଗ ବଛାଯିବ ଓ କିଏ ଏହା
>> ତିଆରି
>> >    କରିବାର ମୁଖ୍ୟ ଦାୟୀତ୍ୱ ନେବେ)
>> >    - ବେଳ ଅନୁକୁଳ ମଣିଲେ ଜୁନ ୩ ତାରିଖରେ ଭୁବନେଶ୍ୱର ଓ ନାଲକୋନଗରରେ ଟୁଙ୍ଗିର
>> ଉଦ୍‌ଘାଟନ
>> >    ଓ ସେହି ଦିନ ଗଣ-ସମ୍ପାଦନା ବାବଦରେ ଆଲୋଚନା
>> >    - ଗଣ-ସମ୍ପାଦନା ପାଇଁ ମାସିକ ଲକ୍ଷ୍ୟ (କେତୋଟି ପ୍ରସଙ୍ଗର ମାନ ଉନ୍ନତ ହେବ, କେତେ
>> ଜଣ
>> >    ପୁରୁଖା ଓ କେତେ ଜଣ ନୂଆ ଉଇକିଆଳି ଯୋଗଦେବେ)
>> >    - ନୂଆମାନଙ୍କ ପାଇଁ ଏକ ସହଜ ଶିକ୍ଷଣ (
>> >    https://or.wikipedia.org/wiki/User:Psubhashish/Chatasabha)
>> >    <
>> >
>> https://or.wikipedia.org/wiki/%E0%AC%AC%E0%AD%8D%E0%AD%9F%E0%AC%AC%E0%AC%B9%E0%AC%BE%E0%AC%B0%E0%AC%95%E0%AC%BE%E0%AC%B0%E0%AD%80:Psubhashish/Chatasabha
>> > >
>> >
>> > --
>> >
>> > ସୁଭ
>> > _______________________________________________
>> > Wikipedia-OR mailing list
>> > [email protected]
>> > https://lists.wikimedia.org/mailman/listinfo/wikipedia-or
>> >
>> _______________________________________________
>> Wikipedia-OR mailing list
>> [email protected]
>> https://lists.wikimedia.org/mailman/listinfo/wikipedia-or
>>
>
>
>
> --
> Best!
> Subhashish Panigrahi
> Programme Officer, Access To Knowledge
> Centre for Internet and Society
> @psubhashish
>



-- 
Best!
Subhashish Panigrahi
Programme Officer, Access To Knowledge
Centre for Internet and Society
@psubhashish
_______________________________________________
Wikipedia-OR mailing list
[email protected]
https://lists.wikimedia.org/mailman/listinfo/wikipedia-or

Reply via email to